କନ୍ଧମାଳ ରଜ ମହୋତ୍ସବ ଅବସରରେ ପିଠା ଓ ମିଠା ପ୍ରତିଯୋଗିତା
Pitha mitha program in Rajo Mahotchaba
ଫୋଟ


କନ୍ଧମାଳ , ୧୫ ଜୁନ୍ (ହି.ସ.)କନ୍ଧମାଳ ରଜ ମହୋତ୍ସବ ୨୦୨୫ ଅବସରରେ ରବିବାର ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ପିଠା ଓ ମିଠା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥଲା

l ଏହି ଅବସରରେ ଖଣ୍ଡ ମାଲ ତହସିଲଦାର ପ୍ରୀୟଙ୍କା ପ୍ରିୟଦର୍ଶିନୀ, ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ର ଆସିଷ୍ଟlଣ୍ଟ ପ୍ରଫେ ସର ଅଭିଲିପସା ବଳ ଓ କମିଟି ସଦସ୍ୟା ଅନିତା ପଟ୍ଟନାୟକ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ

ଥିଲେ l

ପିଠା ଓ ମିଠା ପ୍ରତିଯୋଗୀତା ରେ ଶ୍ରୀ ଅନ୍ନ ପୋଡପିଠା ପ୍ରସ୍ତୁତ କରି ସଙ୍ଗୀତl କର ପ୍ରଥମ ସ୍ଥାନ ଅଧିକାରକରିଥିବା ବେଳେ ସୁଜାତା ସୁବୁଦ୍ଧି ଦିତୀୟ ଓ ରଶ୍ମିତା ପଣ୍ଡା ତୃତୀୟ ସ୍ଥାନ୍ ଅଧିକାର କରିଥିଲେ l

ଅନ୍ୟ ମlନଙ୍କ ମଧ୍ୟରେ

କନ୍ଧ ମାଳ ରଜ ମହୋତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପସଭାପତି ମହମ୍ମଦ ଚିସ୍ତୀ,

ସାଂସ୍କୃତିକ ସମ୍ପାଦିକା ମୁଷ୍କାନ ସୁଆର, , ଶୁଭଲକ୍ଷ୍ମୀ ପାତ୍ର, ଦିଲ୍ଲୀପ ମହାପାତ୍ର,ନିହରୀକା,ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ମୁଷ୍କାନ୍ ମଞ୍ଚ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande