ଭୁବନେଶ୍ୱର, 15 ଜୁନ୍ (ହି.ସ.)- ରାଇରଙ୍ଗପୁର
ବିଧାୟକ ଜଲେନ ନାଏକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଇରଙ୍ଗପୁରର ଲୋକପ୍ରିୟ ବିଧାୟକ
ଶ୍ରୀ ଜଲେନ ନାଏକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।ମହାପ୍ରଭୁ ଶ୍ରୀ ଜଗନ୍ନାଥ
ଆପଣଙ୍କୁ ସୁଖୀ, ନିରୋଗ ଓ ଦୀର୍ଘାୟୁ
କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା