ଭୁବନେଶ୍ୱର, 15 ଜୁନ୍ (ହି.ସ.)- ରଜ
ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସମସ୍ତଙ୍କୁ ରଜ ପର୍ବର ଶୁଭେଚ୍ଛା। ରଜ ସଂକ୍ରାନ୍ତି
ସମସ୍ତଙ୍କ ପାଇଁ ଶୁଭମୟ ଏବଂ ଆନନ୍ଦମୟ ହେଉ। ଆପଣମାନେ ରଜ ପିଠା ଏବଂ ଦୋଳିର ମଜା ନିଅନ୍ତୁ। ଏହି
ଉତ୍ସବ ସଭିଙ୍କ ପାଇଁ ଖୁସି ଏବଂ ସମୃଦ୍ଧି ଆଣିଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା