ଧର୍ମଶାଳା,୧୫ଜୁନ୍(ହି.ସ.) - ଗଲା କିଛି ଦିନ ହେବ ଯାଜପୁର ଜିଲାରେ ବେଆଇନଭାବେ କଳାପଥର ଲୁଟ ଓ ବାଲି ଘାଟରୁ ବେଆଇନଭାବେ ବାଲି ଉତୋଳନ ଚାଲିଛି । ଏନେଇ ଜିଲା ପ୍ରଶାସନ ଉପରେ ବାରମ୍ବାର ଚାପ ପଡିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଧର ପଗଡ ଚାଲିଛି । ଏହି ଅବସରରେ ବିଭିନ୍ନ ସ୍ଥାନରୁ କଳା ପଥର ଚଲାଣ ହୋଇ ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳକୁ ଚାଲାଣ ହେଉଛି । କୌଣସି ସୂତ୍ରରୁ ବ୍ରହ୍ମବରଦା ପୋଲିସ ଖବର ପାଇ କୃଷ୍ଣଦାସପୁର-ବରୁହାଁ ମୁଖ୍ୟ ରାସ୍ତା ବ୍ରହ୍ମବରଦା କଲେଚ ରୋଡରୁ କଳା ପଥର ବୋଝେଇ କରି ନେଇ ଯାଉଥିବା ଏକ ୪୦୭(ଓଡି୦୪ଜେ୨୮୨୮)କୁ ଅଟକାଇଥିଲେ । ଗାଡି ଚାଳକ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ