ମାରପିଟ ମାମଲା, ୩ ଜଣଙ୍କ ନାମରେ ମାମଲା ରୁଜୁ
ଜୟପୁର, ୧୯ ଜୁନ୍ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ବଡ କାଉଡି ଗ୍ରାମର ୩ଜଣ ଯୁବକ ସେହି ଗ୍ରାମର ତୁଳାରାମ ପାଙ୍ଗି ସହ ମାରପିଟ କରିଥିବା ଅଭିଯୋଗରେ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ବଡକାଉଡି ଗ୍ରାମର ତୁଳାରାମକୁ ଗତ ୧୬ ତାରିଖରେ ବଡକାଉଡି ଗ୍ରାମର ବିଦ୍ୟାଧର ସୁକ୍ରି, କୃତିବାସ ସୁକ୍ରି ଓ ଗୁପ
ମାରପିଟ ମାମଲା, ୩ ଜଣଙ୍କ ନାମରେ ମାମଲା ରୁଜୁ


ଜୟପୁର, ୧୯ ଜୁନ୍ (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ବଡ କାଉଡି ଗ୍ରାମର ୩ଜଣ ଯୁବକ ସେହି ଗ୍ରାମର ତୁଳାରାମ ପାଙ୍ଗି ସହ ମାରପିଟ କରିଥିବା ଅଭିଯୋଗରେ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ବଡକାଉଡି ଗ୍ରାମର ତୁଳାରାମକୁ ଗତ ୧୬ ତାରିଖରେ ବଡକାଉଡି ଗ୍ରାମର ବିଦ୍ୟାଧର ସୁକ୍ରି, କୃତିବାସ ସୁକ୍ରି ଓ ଗୁପ୍ତେଶ୍ୱର ସୁକ୍ରି ଘରକୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବ ଅସହ ଜୀବନରେ ମାରିଦେବାକୁ ଧମକ ଦେବା ସହ ତାଙ୍କ ବାପାଙ୍କୁ ମାରପିଟ କରିଥିବା ନେଇ ଲିଖିତ ଅଭିଯୋଗ ଦେବାପରେ ସଦରପୁଲିସ ୩ଜଣଙ୍କ ନାମରେ ମାମଲାରୁଜୁ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande