ଗଂଜାମ, 21 ଜୁନ୍ (ହି.ସ.)
ପିତଳର ସରପଞ୍ଚ ରାମ ରାଘ ପାତ୍ର ଓ ଵିଜେପି ନେତା ଵିଜୟ ପ୍ରଧାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ହିଞ୍ଜିଳିକାଟୁ ଥାନା ରେ୪୯୨/୨୫ ଏକ ମାମଲା ରୁଜୁ ହୋଇଛି । ଏହିଘଟଣାରେ ୪ଜଣଙ୍କୁ ଗିରିଫ କରାଯାଇଛି। ଖୁବଶୀଘ୍ର ଆହୁରି ୯ଜଣଙ୍କୁ ଗିରିଫ କରାଯିବ । ଏନେଇ ହିଞ୍ଜଳିଥାନା ସୁତ୍ରରୁ ଜଣା ପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ