ପୁଣି ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌
ଭୁବନେଶ୍ୱର, 21 ଜୁନ୍ (ହି.ସ.) - ପୁଣି ବଢିଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌ । ଆଜିଠୁ ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌ । ଓମ୍‌ଫେଡ୍‌ର ପ୍ରିମିୟମ କ୍ଷୀର ଦର ଅଧ ଲିଟର ଦାମ୍‌ ୧ଟଙ୍କା ବୃଦ୍ଧି ପାଇଛି । ୨୬ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି
ପୁଣି ବଢିଲା ଓମ୍‌ଫେଡ୍‌     କ୍ଷୀରର ଦାମ୍‌


ଭୁବନେଶ୍ୱର, 21 ଜୁନ୍ (ହି.ସ.)

- ପୁଣି ବଢିଲା

ଓମ୍‌ଫେଡ୍‌ କ୍ଷୀରର ଦାମ୍‌ । ଆଜିଠୁ ଲିଟର ପିଛା

୨ ଟଙ୍କା ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀରର ଦାମ୍‌ । ଓମ୍‌ଫେଡ୍‌ର ପ୍ରିମିୟମ କ୍ଷୀର ଦର ଅଧ

ଲିଟର ଦାମ୍‌ ୧ଟଙ୍କା ବୃଦ୍ଧି ପାଇଛି । ୨୬ଟଙ୍କାରୁ ବଢି ୨୭ ଟଙ୍କା ହୋଇଛି । ବାକି ଓମ୍‌ଫେଡ୍‌

ଗୋଲ୍ଟ ମିଲ୍କ ଲିଟର୍‌ ପିଛା ୫୨ ଥିଲା । ଏବେ ଏହା ବଢି ୫୬ ଟଙ୍କା ହୋଇଛି । ସେହିପରି ଓମ୍‌ଫେଡ୍‌

ଟନ୍‌ଡ୍‌ ମିଲ୍‌କ ଲିଟର ପିଛା ୪୬ ଟଙ୍କା ଥିଲା । ଆଉ ବର୍ଦ୍ଧିତ ଦର ପରେ ୫୦ଟଙ୍କାରେ ପହଞ୍ଚିଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande