ଶରୀର, ମନ ଏବଂ ଆତ୍ମାକୁ ଏକତ୍ର କରିବାର ଏକ  ଗଭୀର ବିଜ୍ଞାନ ହେଉଛି ଯୋଗ- ପ୍ରଭାତି ପରିଡା
ଭୁବନେଶ୍ୱର, 21 ଜୁନ୍ (ହି.ସ.) - ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଯୋଗ ଆମ ପ୍ରାଚୀନ ସଭ୍ୟତାର ଏକ ଅମୂଲ୍ୟ ଉପହାର । ଏହା କେବଳ ବ୍ୟାୟାମର ମାଧ୍ୟମ ନ
ଶରୀର, ମନ ଏବଂ ଆତ୍ମାକୁ ଏକତ୍ର କରିବାର ଏକ  ଗଭୀର     ବିଜ୍ଞାନ ହେଉଛି ଯୋଗ- ପ୍ରଭାତି ପରିଡା


ଭୁବନେଶ୍ୱର, 21 ଜୁନ୍ (ହି.ସ.)

- ଅନ୍ତର୍ଜାତୀୟ

ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଯୋଗ ଆମ ପ୍ରାଚୀନ ସଭ୍ୟତାର ଏକ ଅମୂଲ୍ୟ ଉପହାର । ଏହା

କେବଳ ବ୍ୟାୟାମର ମାଧ୍ୟମ ନୁହେଁ, ବରଂ ଶରୀର, ମନ ଏବଂ ଆତ୍ମାକୁ ଏକତ୍ର କରିବାର ଏକ ଗଭୀର

ବିଜ୍ଞାନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande