କିନୌରର ସୀମାବର୍ତ୍ତୀ ପର୍ଯ୍ୟଟନସ୍ଥଳ ପାଇଁ ଜାରି ହେଲା ନୂତନ ନିର୍ଦ୍ଦେଶାବଳୀ ,ଅପରାହ୍ନ 2ଟା ପର୍ଯ୍ୟନ୍ତ ଖୋଲା ରହିବ ପ୍ରବେଶ
ରିକାଙ୍ଗ ପିଓ (ହି.ସ)-ଡେପୁଟି କମିଶନର କିନୌର ଡା.କୁମାର ଶର୍ମା ସୀମାବର୍ତ୍ତୀ ପର୍ଯ୍ୟଟନ ସ୍ଥଳୀଗୁଡିକରେ ପର୍ଯ୍ୟଟକଙ୍କ ସୁଗମ ଗତିବିଧି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ପର୍ଯ୍ୟଟକ
କିନୌରର ସୀମାବର୍ତ୍ତୀ ପର୍ଯ୍ୟଟନସ୍ଥଳ ପାଇଁ ଜାରି ହେଲା ନୂତନ ନିର୍ଦ୍ଦେଶାବଳୀ ,ଅପରାହ୍ନ 2ଟା ପର୍ଯ୍ୟନ୍ତ ଖୋଲା ରହିବ ପ୍ରବେଶ


ରିକାଙ୍ଗ

ପିଓ (ହି.ସ)-ଡେପୁଟି କମିଶନର କିନୌର ଡା.କୁମାର ଶର୍ମା ସୀମାବର୍ତ୍ତୀ ପର୍ଯ୍ୟଟନ ସ୍ଥଳୀଗୁଡିକରେ

ପର୍ଯ୍ୟଟକଙ୍କ ସୁଗମ ଗତିବିଧି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ

ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ପର୍ଯ୍ୟଟକ କିମ୍ବା

ଭାରତୀୟ ନାଗରିକଙ୍କ ଆଧାରକାର୍ଡ କିମ୍ବା ଯେ

କୌଣସି ବୈଧ ପରିଚୟ ପତ୍ର ଆଣିବା ବାଧ୍ୟତାମୁଳକ ହେବ। ସାମରିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଆଣିବା

ବାଧ୍ୟତାମୁଳକ ହେବ। ସାମରିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଉପକରଣର ଫଟୋଗ୍ରାଫିସମ୍ପୁର୍ଣ୍ଣ ନିଷେଧ।ଏହା ସହିତ ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନ ଯେପରି କୌଣସି ବାଧା ବିନା ଜାରି

ରହିପାରିବ,ସେଥିପାଇଁ ପର୍ଯ୍ୟଟକମାନଙ୍କୁ ଶୃଙ୍ଖଳା ପାଳନ କରିବାକୁ ନିବେଦନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande