ବିଏମସି ଗଣିବ କୁକୁର
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ଭୁବନେଶ୍ୱରର ସମସ୍ତ ୬୭ ୱର୍ଡରେ ଥିବା ବୁଲା କୁକୁର ଗଣିବ ବିଏମସି। ଏନେଇ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେବ ବିଏମସି। ଏଥିପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଧାର୍ଯ୍ୟ ହୋଇଛି। ବିଏମସି କର୍ପୋରେସନ ବୈଠକ ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ଗତ ଦୁଇ ବର୍ଷ
ବିଏମସି ଗଣିବ କୁକୁର


ଭୁବନେଶ୍ୱର, ୨୫ ଜୁନ୍ (ହି.ସ.)- ଭୁବନେଶ୍ୱରର ସମସ୍ତ ୬୭ ୱର୍ଡରେ ଥିବା ବୁଲା କୁକୁର ଗଣିବ ବିଏମସି। ଏନେଇ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦେବ ବିଏମସି। ଏଥିପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଧାର୍ଯ୍ୟ ହୋଇଛି। ବିଏମସି କର୍ପୋରେସନ ବୈଠକ ରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ଗତ ଦୁଇ ବର୍ଷ ତଳେ କୁକୁର ଗଣନା କରାଯାଇଥିଲା। ରାଜଧାନୀରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୂଆ ଗଣନା କରାଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande