ରାଞ୍ଚି 25 ଜୁନ (ହି.ସ)-ଝାରଖଣ୍ଡର ଦକ୍ଷିଣ ପଶ୍ଚମୀ ଜିଲ୍ଲାରେ 26
ଜୁନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ଏହି ସୁଚନା ପାଣିପାଗ ବିଭାଗ ବୁଧବାର
ଦିଆଯାଇଛି।ବିଭାଗ ଅନୁଯାୟୀ ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭଆବନା ରହିଛି ସେଗୁଡିକ
ମଧ୍ୟରେ ପୁର୍ବ ସିଂହଭୁମି ,ପଶ୍ଚିମୀ ସିଂହଭୁମ,ସିମଡେଗା,ସରାୟକେଲା-ଖରସାୱାଁ,ପଲାମୁ
,ଗଢୱା,ଚତରା ଏବଂ ଲାତେହାର ଅନ୍ତର୍ଭୁକ୍ତ।ଏହା ବ୍ୟତୀତ ଜୁନ 28 ତାରିଖ ଘଡଘଡି ଏବଂ 30-40 କିମି
ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।ଏନେଇ ବିଭାଗ ପକ୍ଷରୁ ୟେଲୋ ଆର୍ଲଟ
ଜାରି କରାଯାଇଛି।ଏହି ସମୟରେ ଗତ 24 ଘଣ୍ଟାରେ ସର୍ବାଧିକ ବର୍ଷା 60.4 ମିମି ଜମଶେଦପୁରରେ
ରେକର୍ଡ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା