ଜାମ୍ମୁ, 25 ଜୁନ (ହି.ସ)-ରାମବନରେ ପ୍ରବଳ ବର୍ଷା ଏବଂ ଭୁସ୍ଗଳନ
ଯୋଗୁଁ ଜାମ୍ମୁ-ଶ୍ରୀନଗର ଜତୀୟ ରାଜପଥ ଯାତାୟତ ପାଇଁ ବନ୍ଦ କରିଦିଆଯାଇଛି।ସୁଚନା ଅନୁଯାୟୀ
ରାମବନ ଜିଲ୍ଲାର ମେହଦରେପ୍ରବଳ ବର୍ଷା ତଥା
ଭୁସ୍ଗଳନ ଯୋଗୁଁ ରାସ୍ତାରେ ମାଟି ପଡିଛି ଯାହାଫଳରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ
ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି।ଟ୍ରାଫିକ ବିଭାଗ କହିଛି ଯେ ପାଗ ସ୍ପଷ୍ଟ ହେବା ପରେ
ହିଁରାସ୍ତା ସଫା କରିବା କାମ ଆରମ୍ଭ କରାଯିବ।ସେ
ଯାତ୍ରୀମାନଙ୍କୁ ବର୍ତ୍ତମାନ ନିବେଦନ କରିଛନ୍ତି ଯେ ରାଜପଥରେ ଯାତ୍ରା ନ କରିବାକୁ ଏବଂ ଯାତ୍ରା
ଆରମ୍ଭ କରିବା ପୁର୍ବରୁ ଯାତାୟତ କଣ୍ଟ୍ରୋଲରୁମ
ସହିତ ଯୋଗାଯୋଗ କରିବାକୁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା