ଜରୁରୀକାଳର ଘୋଷଣା ଭାରତୀୟ ଇତିହାସର ସବୁଠୁ କଳାଦିନ- ଜୁଏଲ ଓରାମ
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଜରୁରୀକାଳର ଘୋଷଣା ଭାରତୀୟ ଇତିହାସର ସବୁଠୁ କଳାଦିନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, 1975 ମସିହା ଜୁନ 25 ତାରିଖରେ ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ ସରକାର ଗଣତ
ଜରୁରୀକାଳର ଘୋଷଣା ଭାରତୀୟ ଇତିହାସର ସବୁଠୁ କଳାଦିନ- ଜୁଏଲ     ଓରାମ


ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଜରୁରୀକାଳର ଘୋଷଣା ଭାରତୀୟ ଇତିହାସର ସବୁଠୁ

କଳାଦିନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, 1975 ମସିହା ଜୁନ 25 ତାରିଖରେ ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ ସରକାର ଗଣତନ୍ତ୍ରର ହତ୍ୟା

କରି ଦେଶରେ ଜରୁରୀକାଳର ଘୋଷଣା କରିଥିଲେ, ଯାହାକି ଭାରତୀୟ ଇତିହାସର ସବୁଠୁ କଳାଦିନ ଥିଲା ।

ଭାରତୀୟ ଗଣତନ୍ତ୍ର ଓ ନାଗରିକର ସବୁଠୁ କଳା ଅଧ୍ୟାୟ

ଜରୁରୀକାଳର ବିରୋଧରେ ଉଠିଥିବା ପ୍ରତିଟି ସ୍ୱରକୁ କୋଟି କୋଟି ପ୍ରଣାମ କରିଛନ୍ତି

କେନ୍ଦ୍ରମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande