ଗଞାମ, ୨୬ ଜୁନ୍ (ହି.ସ.)-ଗଞାମ ଜିଲ୍ଲା
ଦିଗପହଣ୍ଡି ସ୍ଥିତ ୟୁନିୟନର ବ୍ଯାଙ୍କରେ ପ୍ରାୟ ୮୦ ଲକ୍ଷ ଟଙ୍କା ହେରଫେର ହୋଇଥିଵା ଅଭିଯୋଗ ହୋଇଛି। ପୁଲିସ ବ୍ୟାଙ୍କର ଜଣେ କର୍ମଚାରୀଙ୍କୁ ଦିଗପହଣ୍ଡି ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି l ପୁଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ