ବଲାଙ୍ଗିର  ବିଭିନ୍ନ  ମନ୍ଦିରରେ ଦିଅଁ ମାନଙ୍କ ଙ୍କ ଅବତାର
ବଲାଙ୍ଗିର, 28 ଜୁନ୍ (ହି.ସ.) ଗତ କାଲି ବଲାଙ୍ଗିର ଦ୍ଵିତୀୟା ରଥ ଯାତ୍ରା ରେ ଦିଅଁ ମାନେ ମାଉସୀ ମା ମନ୍ଦିର ରେ ପହଞ୍ଚି ଆଜି ଟ୍ରିତୀୟା ରେ ଅବତାର ନେଇଛନ୍ତି। ଆଜି ବଲାଙ୍ଗିର ଦୈନିକ ବଜାର ନିକଟ ଶ୍ରୀ ରାମ ଚରିତ ମନସ ମନ୍ଦୀର ଠାରେ ପ୍ରଭୂ ଜଗନ୍ନାଥ ଙ୍କ ଟିକ୍ରାପଡ଼ା ଚାନ୍ଦ ମନ୍ଦିର ରୁ ଆସି ଏଠାରେ
ବଲାଙ୍ଗିର  ବିଭିନ୍ନ  ମନ୍ଦିରରେ ଦିଅଁ ମାନଙ୍କ ଙ୍କ ଅବତାର


ବଲାଙ୍ଗିର  ବିଭିନ୍ନ  ମନ୍ଦିରରେ ଦିଅଁ ମାନଙ୍କ ଙ୍କ ଅବତାର


ବଲାଙ୍ଗିର, 28 ଜୁନ୍ (ହି.ସ.)

ଗତ କାଲି ବଲାଙ୍ଗିର ଦ୍ଵିତୀୟା ରଥ ଯାତ୍ରା ରେ ଦିଅଁ ମାନେ ମାଉସୀ ମା ମନ୍ଦିର ରେ ପହଞ୍ଚି ଆଜି ଟ୍ରିତୀୟା ରେ ଅବତାର ନେଇଛନ୍ତି। ଆଜି ବଲାଙ୍ଗିର ଦୈନିକ ବଜାର ନିକଟ ଶ୍ରୀ ରାମ ଚରିତ ମନସ ମନ୍ଦୀର ଠାରେ ପ୍ରଭୂ ଜଗନ୍ନାଥ ଙ୍କ ଟିକ୍ରାପଡ଼ା ଚାନ୍ଦ ମନ୍ଦିର ରୁ ଆସି ଏଠାରେ ମାଉସୀ ଘରେ ଅବତାର ରେ ମତ୍ସ୍ୟ ଓ କଛପ ଅବତାର ନେଇଛନ୍ତି। ସେପରି ଜଗନ୍ନାଥ ପଡ଼ା ମନ୍ଦିର ଦିଅଁ ମନେ ଆସି ଟିକ୍ରାପଡା ଗାନ୍ଧି ପାଠାଗାର ଠାରେ ଅବତାର ନେଇଛନ୍ତି। ଭକ୍ତ ମନେ ଲଗାଣ ବର୍ଷା ସତ୍ବେ ଆଜି ଦିଅଁ ମାନଂକୁ ଏହି ବେଶରେ ଦର୍ଶନ କରି ପୂଜା ଅର୍ଚ୍ଚନା କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande