ବଲାଙ୍ଗିର , 29 ଜୁନ୍ (ହି.ସ.) ଆଜି
ରଥଯାତ୍ରା ଦ୍ୱିତୀୟ ଦିନରେତୃତୀୟା ତିଥି ରେ
ବରାହ ନୃସିଂହ ଅବତାର ଅବତାର ରେ ଜୀଉ ମାନେ ଅବତାର ମଣ୍ଡପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି।
ବଲାଙ୍ଗୀର ଡେଲି ମାର୍କେଟ ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ଶ୍ରୀ ଜିଉ ମାନଙ୍କର ବରାହ ଓ ନୃସିଂହ ଅବତାର | ସେପରି ତିକ୍ରାପଦା ଗାନ୍ଧୀ ପାଠାଗାର ପୂଜା ମଣ୍ଡପ ରେ ଜଗନ୍ନାଥ ପଡ଼ା ମନ୍ଦିର ଦିଅଁ ମାନେ ବରାହ ନୃସିଂହ ଅବତାର ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ