Bhubaneswar, 29 ଜୁନ୍ (ହି.ସ.)
ଜୟପୁର
ଦକ୍ଷିଣ ଓଡିଶା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଏକଟିଭ ଲାଇଫ ଫିଜିଓଥୋରାପି ସେଣ୍ଟର ଠାରେ ମାଗଣା ଆୟୁର୍ବେଦ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡିଗ୍ରୀ ଧାରି ଡା. ସୁଦର୍ଶନ ଗୌଡ, ଡା.ବିନୋଦ ବିହାରୀ ରଥ, ଡା. ପ୍ରଶାନ୍ତ କୁମାର ପ୍ରଧାନ, ଡା.ମନୋଜ କୁମାର ବିଶ୍ବାଳ, କବିରାଜ କ୍ଷେତ୍ରବାସୀ ପଣ୍ତା, କବିରାଜ ଭବାନୀ ଆଚାର୍ଯ୍ୟ , ବୈଦ୍ୟ ସତ୍ୟନାରାୟଣ ପରିଚ୍ଛା, ବୈଦରାଜ ଶ୍ରୀନିବାସ ପାତ୍ର, ସହଯୋଗୀ କାଳୀଚରଣ ମହାରଣା, ରାଜେନ୍ଦ୍ର ଜେନା, ରଞ୍ଜନ ଗୌଡ, ଲିଲୁ ପାତ୍ର, ଦୁର୍ଗା ପ୍ରସାଦ ପଣ୍ତା, ଶ୍ରୀକାନ୍ତ ପାତ୍ର, ଜିନିଆରାଣୀ ମହାଙ୍କୁଡ ସହ ଅନେକ ଆୟୁର୍ବେଦ ପ୍ରେମୀ ଯୋଗ ଦେଇ ସ୍ବାସ୍ଥ୍ୟ ଶିବିରକୁ ସହଯୋଗ କରିଥିଲେ। ଏହି ଶିବିରରରେ ବହୁ ସ˚ଖ୍ୟାରେ ରୋଗୀ ମାନେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା େଓୗଷଧ ନେଇଥିଲେଁ ଶେଷରେ ଆୟୋଜକ ପରିଷଦର ସ˚ପାଦକ କବିରାଜ ପରମେଶ୍ବର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି