ଆସନ୍ତା କାଲି ହେବ ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ
ଭୁବନେଶ୍ୱର, 03ଜୁନ (ହି,ସ.) ବୁଧବାର ଦିନ ଲୋକ ସେବା ଭବନର କନଭେନସନ ହଲରେ ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀକୁ ଉଦଘାଟନ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ------------
ଆସନ୍ତା କାଲି ହେବ ରାଜସ୍ୱ ଅଧିକାରୀ       ମାନଙ୍କ ସମ୍ମିଳନୀ


ଭୁବନେଶ୍ୱର, 03ଜୁନ (ହି,ସ.) ବୁଧବାର ଦିନ ଲୋକ ସେବା ଭବନର କନଭେନସନ ହଲରେ

ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀକୁ

ଉଦଘାଟନ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande