ରାସ୍ତା କଡରେ ପଡିଛି ପୁଳା ପୁଳା ଏକ୍ସପାଏରି ମେଡିସିନ
କେନ୍ଦ୍ରାପଡା, 3 ଜୁନ୍ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥ ହଜାରୀ ରାସ୍ତା କଡ଼ରେ ପଡ଼ିଛି ପୂଳା ପୁଳା ସରକାରୀ ଔଷଧ। ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଆସୁଥିବା ଔଷଧ ରୋଗୀ ମାନଙ୍କୁ ଦିଆନଯାଇ ଏକ୍ସପାଏରୀ ହେଲା ପରେ ରାସ୍ତା କଡ଼ରେ ଫୋପାଡି ଦେଇଥିବା ଦେଖିବାକୁ ମିଳୁ
ରାସ୍ତା କଡରେ ପଡିଛି ପୁଳା ପୁଳା ଏକ୍ସପାଏରି ମେଡିସିନ


କେନ୍ଦ୍ରାପଡା, 3 ଜୁନ୍ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥ ହଜାରୀ ରାସ୍ତା କଡ଼ରେ ପଡ଼ିଛି ପୂଳା ପୁଳା ସରକାରୀ ଔଷଧ। ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଆସୁଥିବା ଔଷଧ ରୋଗୀ ମାନଙ୍କୁ ଦିଆନଯାଇ ଏକ୍ସପାଏରୀ ହେଲା ପରେ ରାସ୍ତା କଡ଼ରେ ଫୋପାଡି ଦେଇଥିବା ଦେଖିବାକୁ ମିଳୁଛି। ଆଇରନ ଫଲିକ ଏସିଡି, ଔଷଧ ଫତା,ବିଭିନ୍ନ ପ୍ରକାର ଶିରପ ସହ ଭର୍ଜିନ ସେଟ୍ ମଧ୍ୟ ପଡ଼ିଛି। ଏ ମେଡିସିନ କିଏ ଫୋପାଡିଲା କାହିଁକି ଫୋଫାଡ଼ିଲା ତା କେଉଁ ସ୍ବାସ୍ଥ୍ୟ କେନ୍ଦ୍ରର ତାହା ଜଣା ପଡିନାହିଁ। ଏ ବିଷୟରେ ସ୍ଥାନୀୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଉତ୍ତର ମିଳିପାରିନାହିଁ।ସାଧାରଣ ରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande