ଭୁବନେଶ୍ୱର, ୮ ଜୁନ୍ (ହି.ସ.)- ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
08 Jun 2025
ବଲାଙ୍ଗିର, 8 ଜୁନ୍ (ହି.ସ.) ଗତରାତି ୮ ଜୁନ ୨୦୨୫ ସମୟ ୧୨.୩୦ ବେଳେ ବଲାଙ୍ଗିର ରେଞ୍ଜ ବନ କର୍ମଚାରି ମାନେ ପେଟ୍ରୋଲିଂ ବେଳେ ଭରତ ବାହାଲ ଗ୍ରାମ ରୁ ଓ ଦି ୧୯ ଏଫ୍ ୨୬୨୧ ନମ୍ବର ବୋଲେରୋ ଗାଡ଼ି ରେ ୩୨କୁଇଣ୍ଟାଲ୍ ଖଇର ଗଣ୍ଡି ଲୋଡ କରି ଚାଲାଣ ବେଳେ ଜବତ କରି ଥିବା ଵେଲେ ଅଧିକ ତଦନ୍ତ ଜାରି ରହିଛି। --..
ହଜିଗଲା ପ୍ରକୃତିର ଦ୍ବାର..
Bhubaneswar, 8 ଜୁନ୍ (ହି.ସ.) ଜୟପୁର ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନୂତନ ରାଜ୍ୟ ଘୋଷଣା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠ୍ତ ହୋଇଯାଇଛି। ଆଇନଜୀବୀ ମଦନମୋହନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ କ୍ରିୟାଅନୁଷ୍ଠାନ କମିଟିର ନବରଙ୍ଗପୁ..
ସମ୍ବଲପୁର, ୮ ଜୁନ୍ (ହି.ସ.)- ପ୍ରଦୀପ ଦେବତାଙ୍କ ସଭାପତିତ୍ବରେ ଗତକାଲି ଅଗ୍ରଗାମୀ ଯୁବକ ସଂଘର ସଭାକକ୍ଷରେ ବରଗଡ଼ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ବରିଷ୍ଠ ରାଜନେତା ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha