ଭରତ ବାହାଲ ଗ୍ରାମ ରୁ ବୋଲେରୋ ଗାଡ଼ି ରେ ୩୨ କୁଇଣ୍ଟାଲ୍ ଖଇର ଗଣ୍ଡୀ ଜବତ
ବଲାଙ୍ଗିର, 8 ଜୁନ୍ (ହି.ସ.) ଗତରାତି ୮ ଜୁନ ୨୦୨୫ ସମୟ ୧୨.୩୦ ବେଳେ ବଲାଙ୍ଗିର ରେଞ୍ଜ ବନ କର୍ମଚାରି ମାନେ ପେଟ୍ରୋଲିଂ ବେଳେ ଭରତ ବାହାଲ ଗ୍ରାମ ରୁ ଓ ଦି ୧୯ ଏଫ୍ ୨୬୨୧ ନମ୍ବର ବୋଲେରୋ ଗାଡ଼ି ରେ ୩୨କୁଇଣ୍ଟାଲ୍ ଖଇର ଗଣ୍ଡି ଲୋଡ କରି ଚାଲାଣ ବେଳେ ଜବତ କରି ଥିବା ଵେଲେ ଅଧିକ ତଦନ୍ତ ଜାରି ରହିଛି। --
ଭରତ ବାହାଲ ଗ୍ରାମ ରୁ ବୋଲେରୋ ଗାଡ଼ି ରେ ୩୨ କୁଇଣ୍ଟାଲ୍ ଖଇର ଗଣ୍ଡୀ ଜବତ


ବଲାଙ୍ଗିର, 8 ଜୁନ୍ (ହି.ସ.)

ଗତରାତି ୮ ଜୁନ ୨୦୨୫ ସମୟ ୧୨.୩୦ ବେଳେ ବଲାଙ୍ଗିର ରେଞ୍ଜ ବନ କର୍ମଚାରି ମାନେ ପେଟ୍ରୋଲିଂ ବେଳେ ଭରତ ବାହାଲ ଗ୍ରାମ ରୁ ଓ ଦି ୧୯ ଏଫ୍ ୨୬୨୧ ନମ୍ବର ବୋଲେରୋ ଗାଡ଼ି ରେ ୩୨କୁଇଣ୍ଟାଲ୍ ଖଇର ଗଣ୍ଡି ଲୋଡ କରି ଚାଲାଣ ବେଳେ ଜବତ କରି ଥିବା ଵେଲେ ଅଧିକ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande