ଶୌଣ୍ଢିକ ସମାଜର ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 08 ଜୁନ (ହି,ସ) – ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ଦିନ ନବରଙ୍ଗପୁର ନୁଆବନ୍ଧ ସାହି, ସାଇ କଲ୍ୟାଣ ମଣ୍ଡପରେ ଶୌଣ୍ଢିକ ସମାଜର ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସ
ଶୌଣ୍ଢିକ       ସମାଜର ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର,

08 ଜୁନ (ହି,ସ) – ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ଦିନ ନବରଙ୍ଗପୁର

ନୁଆବନ୍ଧ ସାହି, ସାଇ କଲ୍ୟାଣ ମଣ୍ଡପରେ ଶୌଣ୍ଢିକ ସମାଜର

ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସମାଜ ଗଠନର ମୂଳ ଲକ୍ଷ୍ୟ ହେଉଛି ନିଜ ଭିତରେ ଏକତା ଓ

ସଂଗଠିତ ହେବା। ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ି ସମାଜରେ ନିଜ ଜାତିର ପରିଚୟକୁ ବଢାଇବା। ପଛୁଆବର୍ଗରେ

ଆସୁଥିବା ଏହି ଲୋକମାନେ ମଧ୍ୟ ଆଗକୁ ବଢ଼ିବାରେ ସକ୍ଷମ ହେଉଛନ୍ତି। ବର୍ତ୍ତମାନ ଆମ ସରକାର

ପଛୁଆବର୍ଗଙ୍କ ହାତକୁ ଟାଣ କରୁଛନ୍ତି, ପଛୁଆବର୍ଗ ପାଈଁ ସଂରକ୍ଷଣ ବ୍ୟବସ୍ଥା କରିବା ଦ୍ୱାରା

ସେମାନଙ୍କ ଜୀବନ ଉନ୍ନତ ମାନର ହୋଇପାରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande