ଅଂଶୁଘାତରେ ବରିଷ୍ଠ ସାମ୍ବାଦିକ ଅସୁସ୍ଥ
ଗଞ୍ଜାମ, ୮ ଜୁନ୍ (ହି.ସ.)- ଗଞ୍ଜାମ‌ ଜିଲାର ବରିଷ୍ଠ ସାମ୍ବାଦିକ ତଥା ଡାକ୍ତର ‌ହୃଷୀକେଶ‌ ମହାନ୍ତି ବାଇକ ଯୋଗେ ଧରାକୋଟ ବ୍ଳକ ବରଡାଵିଲି‌ ଯାଇଥିବା ଵେଳେ ବାଲୁଙ୍କେଶ୍ୱର‌ ମନ୍ଦିର ନିକଟରେ ମଧ୍ୟା‌ହ୍ନରେ ଅଂଶୁଘାତରେ ମୂର୍ଛିତ ହୋଇପଡିଥିଲେ। ସ୍ଥାନୀ଼ୟ ଲୋକେ‌ ତାଙ୍କର‌ ପ୍ରାଥମିକ ଚିକିତ୍ସା ପରେ ଶୀତ
ଅଂଶୁଘାତରେ ବରିଷ୍ଠ ସାମ୍ବାଦିକ ଅସୁସ୍ଥ


ଗଞ୍ଜାମ, ୮ ଜୁନ୍ (ହି.ସ.)- ଗଞ୍ଜାମ‌ ଜିଲାର ବରିଷ୍ଠ ସାମ୍ବାଦିକ ତଥା ଡାକ୍ତର ‌ହୃଷୀକେଶ‌ ମହାନ୍ତି ବାଇକ ଯୋଗେ ଧରାକୋଟ ବ୍ଳକ ବରଡାଵିଲି‌ ଯାଇଥିବା ଵେଳେ ବାଲୁଙ୍କେଶ୍ୱର‌ ମନ୍ଦିର ନିକଟରେ ମଧ୍ୟା‌ହ୍ନରେ ଅଂଶୁଘାତରେ ମୂର୍ଛିତ ହୋଇପଡିଥିଲେ। ସ୍ଥାନୀ଼ୟ ଲୋକେ‌ ତାଙ୍କର‌ ପ୍ରାଥମିକ ଚିକିତ୍ସା ପରେ ଶୀତ ତାପ‌ କାର୍‌ ରେ ତାଙ୍କୁ ପିତଳ ଵାସଭଵନକୁ ଆଣି ଚିକିତ୍ସା କରାଯାଉଛି। ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande