ଭୁବନେଶ୍ୱରରେ ହେବ ୩୦ଜିଲ୍ଲା ପାଇଁ ୩୦୦୦ ବିଶିଷ୍ଟ ରୁମର ଗେଷ୍ଟ ହାଉସ
ଭୁବନେଶ୍ୱର, 8 ଜୁନ୍ (ହି.ସ.) - ଭୁବନେଶ୍ୱରରେ ୩୦ଟା ଜିଲ୍ଲା ପାଇଁ ୩୦୦୦ ବିଶିଷ୍ଟ ରୁମର ଗେଷ୍ଟ ହାଉସ ହେବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଦୂରଦୂରାନ୍ତରୁ ସ୍ବାସ୍ଥ୍ୟ ସମସ୍ୟା ଆଦି ଅନ୍ୟାନ୍ୟ ସମସ୍ୟା ନେଇ ଆସୁଥିବା ଲୋକେ ରହିବେ। ବିଭିନ୍ନ ଜିଲ୍ଲା ନ
ଭୁବନେଶ୍ୱରରେ ହେବ ୩୦ଜିଲ୍ଲା ପାଇଁ ୩୦୦୦ ବିଶିଷ୍ଟ ରୁମର ଗେଷ୍ଟ ହାଉସ


ଭୁବନେଶ୍ୱର, 8 ଜୁନ୍ (ହି.ସ.)

- ଭୁବନେଶ୍ୱରରେ ୩୦ଟା ଜିଲ୍ଲା ପାଇଁ ୩୦୦୦ ବିଶିଷ୍ଟ ରୁମର ଗେଷ୍ଟ ହାଉସ ହେବ।

ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଦୂରଦୂରାନ୍ତରୁ ସ୍ବାସ୍ଥ୍ୟ ସମସ୍ୟା

ଆଦି ଅନ୍ୟାନ୍ୟ ସମସ୍ୟା ନେଇ ଆସୁଥିବା ଲୋକେ ରହିବେ। ବିଭିନ୍ନ ଜିଲ୍ଲା ନାଆଁରେ ହେବ ଭବନ। ଜାଗା

ନିର୍ଧାରଣ ସରିଛି। ୨୦୨୭ରେ ସମ୍ପୂର୍ଣ ହେବ କାମ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande