ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ ଓ ମଦ
ଭୁବନେଶ୍ୱର, 8 ଜୁନ୍ (ହି.ସ.) - ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ ଓ ମଦ । ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର । ପୁରୀକୁ କରାଯିବ ପିଲିଗ୍ରିମ ସିଟି । ବଡ଼ ଦାଣ୍ଡ ସବୁ ଘରର ୟୁନିଫର୍ମ ହାଇଟ ଓ ହାଇଟ ରହିବ । ବଡ଼ ଦାଣ୍ଡ ପଟେ ମୁଁହ କରିଥିବା
ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ ଓ ମଦ


ଭୁବନେଶ୍ୱର, 8 ଜୁନ୍ (ହି.ସ.)

- ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ ଓ ମଦ । ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ରହିବନି

ମଦ ଦୋକନ କି ବାର । ପୁରୀକୁ କରାଯିବ ପିଲିଗ୍ରିମ

ସିଟି । ବଡ଼ ଦାଣ୍ଡ ସବୁ ଘରର ୟୁନିଫର୍ମ ହାଇଟ ଓ ହାଇଟ ରହିବ । ବଡ଼ ଦାଣ୍ଡ ପଟେ ମୁଁହ କରିଥିବା

ଘର ଗୁଡିକର ରୂପରେଖ ବଦଳାଯିବ । ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ଆଇନ ମନ୍ତ୍ରୀ

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande