ସ୍ୱାସ୍ଥ୍ୟ ବିଭାଗର ଆଡଭାଇଜାରୀ ଅନୁସାରେ ରଥ ଯାତ୍ରା ହେବ - ଆଇନ ମନ୍ତ୍ରୀ
ଭୁବନେଶ୍ୱର, 8 ଜୁନ୍ (ହି.ସ.)- ସ୍ୱାସ୍ଥ୍ୟ ବିଭାଗର ଆଡଭାଇଜାରୀ ଅନୁସାରେ ରଥ ଯାତ୍ରା ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଜନଗହଳି ଅଟକାଇ ହେବ ନାହିଁ । ତେଣୁ ସଂକ୍ରମଣ କେମିତି ନ ଵ୍ୟାପିବ ସେ ଦିଗରେ ଧ୍ୟାନ ଦିଆଯିବ । ---------------
ସ୍ୱାସ୍ଥ୍ୟ ବିଭାଗର ଆଡଭାଇଜାରୀ ଅନୁସାରେ ରଥ ଯାତ୍ରା ହେବ - ଆଇନ ମନ୍ତ୍ରୀ


ଭୁବନେଶ୍ୱର, 8 ଜୁନ୍ (ହି.ସ.)- ସ୍ୱାସ୍ଥ୍ୟ ବିଭାଗର ଆଡଭାଇଜାରୀ ଅନୁସାରେ ରଥ ଯାତ୍ରା ହେବ ବୋଲି ଆଇନ

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଜନଗହଳି ଅଟକାଇ ହେବ ନାହିଁ । ତେଣୁ ସଂକ୍ରମଣ

କେମିତି ନ ଵ୍ୟାପିବ ସେ ଦିଗରେ ଧ୍ୟାନ ଦିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande