ଗୋଟିଏ ମୋବାଇଲ୍ ଆପରେ ରହିବ ସମସ୍ତ ରାଜସ୍ୱ ସେବା
ଭୁବନେଶ୍ୱର, 8 ଜୁନ୍ (ହି.ସ.)- ସମସ୍ତ ରାଜସ୍ୱ ସେବା ରହିବ ଗୋଟିଏ ମୋବାଇଲ ଆପରେ।ଘରେ ବସି ଲୋକ ପାଇବେ ସମସ୍ତ ସୁବିଧା।ଖୁବ୍ ଶୀଘ୍ର ଲଂଚ ହେବ ଏହି ଆପ। ଛୋଟ ଛୋଟ କାମ ପାଇଁ ଆଉ ଯିବାକୁ ପଡିବନି ତହସିଲ ଅଫିସ | ଘରୁ ଥାଇ ଆପ ରେ ଆବେଦନ କଲେ ସେହି ଆପରେ ଲୋକମାନେ ସାର୍ଟିଫିକେଟ ଡାଉନଲ
ଗୋଟିଏ ମୋବାଇଲ୍ ଆପରେ ରହିବ ସମସ୍ତ ରାଜସ୍ୱ ସେବା


ଭୁବନେଶ୍ୱର, 8 ଜୁନ୍ (ହି.ସ.)- ସମସ୍ତ ରାଜସ୍ୱ ସେବା ରହିବ ଗୋଟିଏ ମୋବାଇଲ ଆପରେ।ଘରେ ବସି ଲୋକ ପାଇବେ ସମସ୍ତ

ସୁବିଧା।ଖୁବ୍ ଶୀଘ୍ର ଲଂଚ ହେବ ଏହି ଆପ। ଛୋଟ ଛୋଟ କାମ ପାଇଁ ଆଉ ଯିବାକୁ ପଡିବନି ତହସିଲ ଅଫିସ | ଘରୁ ଥାଇ ଆପ ରେ ଆବେଦନ କଲେ ସେହି ଆପରେ ଲୋକମାନେ ସାର୍ଟିଫିକେଟ

ଡାଉନଲୋଡ଼ କରିପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande