ମାଆ ହେଲା ବାଘୁଣୀ ମୌସୁମୀ
ଭୁବନେଶ୍ୱର, 8 ଜୁନ୍ (ହି.ସ.)- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୨ ବାଘ ଶାବକ । ଧଳା ବାଘୁଣୀ ମୌସୁମୀ ଦୁଇଟି ଛୁଆ ଜନ୍ମ ଦେଇଛି । ମାଆ ଛୁଆଙ୍କୁ ମନିଟରିଂରେ ରଖାଯାଇଛି । ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ---------------
ମାଆ ହେଲା ବାଘୁଣୀ ମୌସୁମୀ


ଭୁବନେଶ୍ୱର, 8 ଜୁନ୍ (ହି.ସ.)- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୨ ବାଘ ଶାବକ । ଧଳା ବାଘୁଣୀ

ମୌସୁମୀ ଦୁଇଟି ଛୁଆ ଜନ୍ମ ଦେଇଛି । ମାଆ ଛୁଆଙ୍କୁ ମନିଟରିଂରେ ରଖାଯାଇଛି । ନନ୍ଦନକାନନରେ ବାଘ

ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande