ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୨୬୨.୦ ମି.ମି. ବର୍ଷା ରେକର୍ଡ଼ :  ୫ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୮ ଜିଲ୍ଲାରେ ଅତ୍ୟଧିକ, ୧୪ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୩ ଜିଲ୍ଲାରେ ନିଅଂଟିଆ ବର୍ଷା
ଭୁବନେଶ୍ୱର, ୧ ଜୁଲାଇ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୨୬୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୨୧ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୨୧୬.୫ ମି.ମି ରହିଥାଏ । ଏହି ଅବଧି
ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୨୬୨.୦ ମି.ମି. ବର୍ଷା ରେକର୍ଡ଼ :  ୫ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୮ ଜିଲ୍ଲାରେ ଅତ୍ୟଧିକ, ୧୪ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୩ ଜିଲ୍ଲାରେ ନିଅଂଟିଆ ବର୍ଷା


ଭୁବନେଶ୍ୱର, ୧ ଜୁଲାଇ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୨୬୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ୱାଭାବିକ୍ ବର୍ଷା ଠାରୁ ୨୧ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ସ୍ୱାଭାବିକ୍ ବର୍ଷା ୨୧୬.୫ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ୫ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୮ ଜିଲ୍ଲାରେ ଅତ୍ୟଧିକ, ୧୪ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା ଏବଂ ୩ ଜିଲ୍ଲାରେ ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande