ଭୁବନେଶ୍ୱର, 01 ଜୁଲାଇ
(ହି.ସ.) ଚିକିତ୍ସକ ଦିବସରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଚିକିତ୍ସକ
ମାନଙ୍କୁ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ
ଲେଖିଛନ୍ତି, ସେବା ଓସମର୍ପଣ ଭାବରେ ପରିପୂର୍ଣ ହୋଇ ମାନବ ସେବାରେ ଅହର୍ନିଶ ସମର୍ପିତ ସମସ୍ତ
ଚିକିତ୍ସକ ମାନଙ୍କୁ ରାଷ୍ଟ୍ରୀୟ ଚିକିତ୍ସା ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ