ପବିତ୍ର 'ହେରା ପଞ୍ଚମୀ' ଅବସରରେ ଶୁଭେଚ୍ଛା ଜଣାଇଲେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର
ଭୁବନେଶ୍ୱର, 01 ଜୁଲାଇ (ହି.ସ.) ପୁରୀ ସାଂସଦ ଡ. ସମ୍ବିତ ପାତ୍ର ପବିତ୍ର ''ହେରା ପଞ୍ଚମୀ'' ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପବିତ୍ର ''ହେରା ପଞ୍ଚମୀ'' ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ l ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପରେ ଅ
ପବିତ୍ର 'ହେରା ପଞ୍ଚମୀ' ଅବସରରେ ଶୁଭେଚ୍ଛା ଜଣାଇଲେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର


ଭୁବନେଶ୍ୱର, 01 ଜୁଲାଇ (ହି.ସ.) ପୁରୀ ସାଂସଦ ଡ. ସମ୍ବିତ ପାତ୍ର ପବିତ୍ର 'ହେରା ପଞ୍ଚମୀ' ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ପବିତ୍ର 'ହେରା ପଞ୍ଚମୀ' ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ l ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପରେ ଅଭିମାନିନୀ ମା' ମହାଲକ୍ଷ୍ମୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବାର ଏହା ହେଉଛି ଅନନ୍ୟ ପରମ୍ପରା । ଜୟ ଜଗନ୍ନାଥ ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande