ବିଏମସି ଅଫିସରେ ଓଏଏସ ଅଫିସରଙ୍କୁ ମାଡ ଘଟଣାରେ ମାଷ୍ଟର ମାଇଣ୍ଡକୁ ଖୋଜିବାକୁ ଦାବି କଲେ ମେୟର
ଭୁବନେଶ୍ୱର, 1 ଜୁଲାଇ (ହି.ସ.) - ବିଏମସି ଅଫିସରେ ଓଏଏସ ଅଫିସରଙ୍କୁ ମାଡ ଘଟଣାକୁ ନେଇ ବର୍ଷିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ୩ ଜଣ ନୁହେଁ ସମସ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନି
ବିଏମସି ଅଫିସରେ ଓଏଏସ ଅଫିସରଙ୍କୁ     ମାଡ ଘଟଣାରେ ମାଷ୍ଟର ମାଇଣ୍ଡକୁ ଖୋଜିବାକୁ ଦାବି କଲେ ମେୟର


ଭୁବନେଶ୍ୱର, 1 ଜୁଲାଇ (ହି.ସ.)

- ବିଏମସି ଅଫିସରେ

ଓଏଏସ ଅଫିସରଙ୍କୁ ମାଡ ଘଟଣାକୁ ନେଇ ବର୍ଷିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ରାଜ୍ୟରେ

ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ୩ ଜଣ ନୁହେଁ ସମସ୍ତଙ୍କୁ ଗିରଫ କରି

କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର ବୋଲି ସେ ଦାବି କରିଛନ୍ତି । ତାଲିବାନି ଶାସନ ରାଜ୍ୟରେ

ଚାଲିବ ନାହିଁ । ଘଟଣା ପଛର ମାଷ୍ଟର ମାଇଣ୍ଡକୁ ଖୋଜି ଧରିବା ଦରକାର ବୋଲି ମେୟର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande