ସରକାରଙ୍କୁ ଆସନ୍ତାକାଲି ଯାଏଁ ମହଲତ ଦେଲା ଓଏଏସ୍ ସଂଘ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ବିଏମସିର ଅତିରିକ୍ତ କମିଶନରଙ୍କୁ ଅଫିସ୍ ପରିସରରେ ଆକ୍ରମଣ ଘଟଣାକୁ ନେଇ ମଙ୍ଗଳବାର ଲୋକସେବା ଭବନରେ ଓଏଏସ୍ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଛି ଓଏଏସ ସଂଘ। ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ
ସରକାରଙ୍କୁ ଆସନ୍ତାକାଲି ଯାଏଁ ମହଲତ ଦେଲା ଓଏଏସ୍ ସଂଘ


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ବିଏମସିର ଅତିରିକ୍ତ କମିଶନରଙ୍କୁ ଅଫିସ୍ ପରିସରରେ ଆକ୍ରମଣ ଘଟଣାକୁ ନେଇ ମଙ୍ଗଳବାର ଲୋକସେବା ଭବନରେ ଓଏଏସ୍ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଛି ଓଏଏସ ସଂଘ। ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସଂଘ ଦାବି କରିଛି। ଅଭିଯୁକ୍ତ ଗିରଫ ନ ହେଲେ ଆସନ୍ତାକାଲି ପୁଣି ସଙ୍ଘର ବୈଠକ ବସିବ ଏବଂ ନିଷ୍ପତି ନିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande