ଲୋକଙ୍କୁ ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ନୋଟିସଲଗାଇବା ଘଟଣାରେ ଘସିପୁରା ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର, 1 ଜୁଲାଇ (ହି.ସ.) - ତହସିଲଦାର ଅଭୟ କୁମାର ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ । ନୋଟିସ ଜାରି କଲା ରାଜସ୍ୱ ବିଭାଗ । ଲୋକଙ୍କୁ ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ନୋଟିସ ଲଗାଇଥିଲେ ତହସିଲଦାର । ଲୋକଙ୍କୁ ବସାଇବାକୁ ଚୌକି ଦେଉନଥିଲେ ଏବଂ ଖରାପ ବ୍ୟ
ଲୋକଙ୍କୁ ବାହାରେ ଚପଲ ରଖି     ତହସିଲ ଭିତରକୁ ଆସିବାକୁ ନୋଟିସଲଗାଇବା ଘଟଣାରେ ଘସିପୁରା ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ


ଭୁବନେଶ୍ୱର, 1 ଜୁଲାଇ (ହି.ସ.)

- ତହସିଲଦାର ଅଭୟ

କୁମାର ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ । ନୋଟିସ ଜାରି କଲା ରାଜସ୍ୱ ବିଭାଗ । ଲୋକଙ୍କୁ

ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ନୋଟିସ ଲଗାଇଥିଲେ ତହସିଲଦାର । ଲୋକଙ୍କୁ ବସାଇବାକୁ

ଚୌକି ଦେଉନଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ । ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ

ଆକ୍ସନକୁ ଆସିଲା ରାଜସ୍ୱ ବିଭାଗ । 15 ଦିନ ଭିତରେ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ

ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande