ପାଣି ଘେରରେ ବାଲେଶ୍ୱର ଭୋଗରାଇର 5 ପଂଚାୟତ
ଭୁବନେଶ୍ୱର, 1 ଜୁଲାଇ (ହି.ସ.) - ପାଣି ଘେରରେ ବାଲେଶ୍ୱର ଭୋଗରାଇର 5 ପଂଚାୟତ । ଗାଁ ଦାଣ୍ଡରେ ଛାତିଏ ପାଣି । ଆରୁଆ ବୁଟି ପଞ୍ଚାୟତର ନଥିପୁର, ମନ ନଗର, ବାରବାଟିଆ, ସାରିସା ଗଞ୍ଜ ଗାଁ ଜଳ ମଗ୍ନ । ଗାଁ ଭିତରେ ଚାଲିଛି ଡ଼ଙ୍ଗା । ଘରେ ପାଣି ପଶିବା ଯୋଗୁଁ ସ୍କୁଲ ଛାତ
ପାଣି ଘେରରେ ବାଲେଶ୍ୱର     ଭୋଗରାଇର 5 ପଂଚାୟତ


ଭୁବନେଶ୍ୱର, 1 ଜୁଲାଇ (ହି.ସ.)

- ପାଣି ଘେରରେ

ବାଲେଶ୍ୱର ଭୋଗରାଇର 5 ପଂଚାୟତ । ଗାଁ ଦାଣ୍ଡରେ

ଛାତିଏ ପାଣି । ଆରୁଆ ବୁଟି ପଞ୍ଚାୟତର ନଥିପୁର, ମନ ନଗର, ବାରବାଟିଆ, ସାରିସା ଗଞ୍ଜ ଗାଁ ଜଳ ମଗ୍ନ । ଗାଁ ଭିତରେ ଚାଲିଛି ଡ଼ଙ୍ଗା । ଘରେ

ପାଣି ପଶିବା ଯୋଗୁଁ ସ୍କୁଲ ଛାତ ଉପରେ ଓ ବନ୍ୟା ଆଶ୍ରୟ ସ୍ଥଳୀରେ ଲୋକ ଆଶ୍ରୟ ନେଇଛନ୍ତି । ରାସନ

ସାମଗ୍ରୀ ଠାରୁ ଅତି ଜରୁରୀ ସାମଗ୍ରୀ ଡ଼ଙ୍ଗାରେ

ପହଁଚୁଛି । ପ୍ରଶାସନ ସହାୟତା ପାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande