ବଲାଙ୍ଗୀର, ୦୧ ଜୁଲାଇ(ହି.ସ.) – ଆଜି ହେରାପଂଚମୀ। ବିଭିନ୍ନ ଦିନରେ ଶ୍ରୀ ଜିଉମାନଙ୍କ ଅବତର ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରୁଛନ୍ତି। ଆଜି ବଲାଙ୍ଗୀର ଡେଲି ମାର୍କେଟ ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିରରେ ଶ୍ରୀ ଜିଉମାନଙ୍କର ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର ଅବତାର ହେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ