ରାଜ୍ୟରେ ଲାଗୁ ହେଲା ନୂଆ ରୋଡ ପଲିସି ୨୦୨୫
ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ରାଜ୍ୟରେ ଲାଗୁ ହେଲା ନୂଆ ରୋଡ ପଲିସି ୨୦୨୫ । ନୂଆ ରୋଡ ପଲିସି କାର୍ଯକାରୀ କରିବାକୁ ସବୁ ଜିଲ୍ଲାପାଳ ଚିଠି ଲେଖିଲା ପୂର୍ତ୍ତ ବିଭାଗ। ଆନୁଷଙ୍ଗିକ ବିଭାଗ ଗୁଡିକ କିପରି କାମ କରିବେ ଗାଇଡ ଲାଇନ ଜାରିକଲା ପୂର୍ତ୍ତ ବିଭାଗ। ପୂର୍ତ୍ତ ବିଭ
ରାଜ୍ୟରେ ଲାଗୁ ହେଲା ନୂଆ     ରୋଡ ପଲିସି ୨୦୨୫


ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ରାଜ୍ୟରେ ଲାଗୁ

ହେଲା ନୂଆ ରୋଡ ପଲିସି ୨୦୨୫ । ନୂଆ ରୋଡ ପଲିସି କାର୍ଯକାରୀ କରିବାକୁ ସବୁ ଜିଲ୍ଲାପାଳ ଚିଠି ଲେଖିଲା

ପୂର୍ତ୍ତ ବିଭାଗ। ଆନୁଷଙ୍ଗିକ ବିଭାଗ ଗୁଡିକ କିପରି କାମ କରିବେ ଗାଇଡ ଲାଇନ ଜାରିକଲା ପୂର୍ତ୍ତ

ବିଭାଗ। ପୂର୍ତ୍ତ ବିଭାଗ ଚିଠି ଆଧାରରେ କାର୍ଯ୍ୟ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ

ଯନ୍ତ୍ରୀଙ୍କୁ ଚିଠି ଲେଖିଲା ବିଭାଗ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande