ବାସଭବନରେ ଲୋକଙ୍କ ଅଭିଯୋଗ ଶୁଣିଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର, 11 ଜୁଲାଇ (ହି.ସ.) - ବାସଭବନରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣମାନେ ସାକ୍ଷାତ କରିବା ସହ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା
ବାସଭବନରେ ଲୋକଙ୍କ ଅଭିଯୋଗ     ଶୁଣିଲେ ଆଇନ ମନ୍ତ୍ରୀ


ଭୁବନେଶ୍ୱର, 11 ଜୁଲାଇ (ହି.ସ.)

- ବାସଭବନରେ

ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ଭୁବନେଶ୍ଵର ସ୍ଥିତ

ସରକାରୀ ବାସଭବନ ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣମାନେ ସାକ୍ଷାତ କରିବା ସହ ନିଜର

ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ଓ ଅଭିଯୋଗ ଜଣାଇଥିଲେ। ଉକ୍ତ ସମସ୍ୟା ଗୁଡ଼ିକୁ ଅତି ଗମ୍ଭୀରତାର

ସହ ନେଇ ସମାଧାନ ଏବଂ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଏହା ଉପରେ ବିଶେଷ

ଧ୍ୟାନ ଦେବା ପାଇଁ ସମ୍ବନ୍ଧୀୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande