ଭଦ୍ରକ, ୧୪ ଜୁଲାଇ (ହି.ସ.) - ଭୁବନେଶ୍ୱର ସ୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟ ଠାରେ ଅଲ୍ ଓଡ଼ିଶା ଜି.ପି.ଏଲ୍.ଏଫ୍. କର୍ମୀ ସଂଘ ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ତରଫରୁ ଏକ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଯୋଗଦାନ କରିଥିଲେ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଜୁ ଶ୍ରମିକ ସାମ୍ମୁଖ୍ୟ ର ସାଧାରଣ ସମ୍ପାଦକ ସୁଭାଷ ସିଂହ, ଏମ୍.ବି.କେ. ବ୍ୟାଙ୍କ ମିତ୍ର, ସି.ଆର.ପି. କୃଷିମିତ୍ର, ପ୍ରାଣୀ ମିତ୍ର, ଏଲ୍ ଏସ.ପି ଏବଂ ବରିଷ୍ଠ, ଯୁବ ଓ ମହିଳା ନେତୃମଣ୍ଡଳୀ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ