ଗଞାମ, ୧୪ ଜୁଲାଇ (ହି.ସ.)- ଖଲିକୋଟ ଥାନା କହ୍ନାଇ ପୁର ଗ୍ରାମରେ ଯୈ।ତୁକପାଇଁ ବଧୂହତ୍ୟା ଉଦ୍ୟମ ହୋଇଥିଵା ଅଭିଯୋଗ ହୋଇଛି l
ଵୋହୂ ଆରତୀ ପରିଡାଙ୍କ ଉପରେ ଆଜି ସକାଳେ ଶାଶୁ ଓ ଦିଅର ମିଶି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଆରତୀଙ୍କ ଶରୀରର ୪୦ ଭାଗ ପୋଡି ଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆରତୀଙ୍କୁ ପ୍ରଥମେ ଖଲିକୋଟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଵଡ ଡାକ୍ତରଖାନା ଭର୍ତ୍ତି କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ