ପ୍ରେମୀ ଯୁଗଳଙ୍କୁ କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ- ଆଇନ ମନ୍ତ୍ରୀ
ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାୟଗଡ଼ା ଲକ୍ଷ୍ମୀପୁରରେ ପ୍ରେମୀ ଯୁଗଳଙ୍କୁ କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ। ଏହା ଏକ ଘୃଣ୍ୟ ପ୍ରଥା। ଆଇନ ହାତକୁ ନେଲେ ଦଣ
ପ୍ରେମୀ ଯୁଗଳଙ୍କୁ     କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ- ଆଇନ ମନ୍ତ୍ରୀ


ଭୁବନେଶ୍ୱର, 14 ଜୁଲାଇ (ହି.ସ.)-

ରାଜ୍ୟରେ ଘଟୁଥିବା କଙ୍ଗାରୁ କୋର୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ । ରାୟଗଡ଼ା ଲକ୍ଷ୍ମୀପୁରରେ ପ୍ରେମୀ ଯୁଗଳଙ୍କୁ କଙ୍ଗାରୁ କୋର୍ଟକୁ ଟାଣିବା ଅତ୍ୟନ୍ତ

ଅନୈତିକ କାମ। ଏହା ଏକ ଘୃଣ୍ୟ ପ୍ରଥା। ଆଇନ ହାତକୁ ନେଲେ ଦଣ୍ଡିତ ହେବେ। କଙ୍ଗରୁ କୋର୍ଟ କରି

ନିର୍ଯାତନା ଦେଲେ ଏନେଇ ସରକାରଙ୍କ ସ୍ପଷ୍ଟ ଆଇନ ଅଛି। ଗାଁର କିଛି ପ୍ରଭାବଶାଳୀ ଲୋକ ଏ କାମ

କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ସଚେତନତାର ଅଭାବ ଯୋଗୁ ଏପରି ଘଟୁଛି ବୋଲି ଆଇନ

ମନ୍ତ୍ରୀ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande