ଜୁଲାଇ 18ରେ ପିଏମ ମୋଦିଙ୍କ ବିହାର ଗସ୍ତ, ମୋତିହାରିରୁ ରାଜ୍ୟକୁ ଦେବେ 7217 କୋଟି ଯୋଜନା ଭେଟି
ପାଟଣା, 17 ଜୁଲାଇ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 18 ଜୁଲାଇରେ ବିହାରର ପୂର୍ବଚମ୍ପାରଣ ଜିଲ୍ଲା ମୁଖ୍ୟାଳୟ ମୋତିହାରୀରେ 7,217 କୋଟି ଟଙ୍କାର ବିକାଶ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ସେ 53ଥର ପାଇଁ ବିହାର ଯାତ୍ରା କରି ରାଜ୍ୟର ବିକାଶରେ ଅଦ୍ଭୁତପୂ
ଜୁଲାଇ 18ରେ ପିଏମ ମୋଦିଙ୍କ ବିହାର ଗସ୍ତ, ମୋତିହାରିରୁ ରାଜ୍ୟକୁ ଦେବେ 7217 କୋଟି     ଯୋଜନା ଭେଟି


ପାଟଣା, 17 ଜୁଲାଇ (ହି.ସ.)

- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 18 ଜୁଲାଇରେ ବିହାରର ପୂର୍ବଚମ୍ପାରଣ

ଜିଲ୍ଲା ମୁଖ୍ୟାଳୟ ମୋତିହାରୀରେ 7,217 କୋଟି ଟଙ୍କାର ବିକାଶ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ

କରିବେ। ସେ 53ଥର ପାଇଁ ବିହାର ଯାତ୍ରା କରି ରାଜ୍ୟର ବିକାଶରେ ଅଦ୍ଭୁତପୂର୍ବ ଯୋଗଦାନ କରୁଥିବା

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ।

ଏହି ସୂଚନା ବିହାରର ଉପମୁଖ୍ୟମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ସମ୍ରାଟ୍ ଚୌଧୁରୀ ଦେଇଛନ୍ତି। ସେ

କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦରଭଙ୍ଗା-ନରକଟିଆଗଞ୍ଜ ମଧ୍ୟରେ ରେଲ ଲାଇନ୍‌ର ଦୋହରିକରଣର

ଶିଳାନ୍ୟାସ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande