ଆଡ଼ପ ମଣ୍ଡପରେ ଶ୍ରୀ ବଳଦେବଜୀଉଙ୍କ କଳ୍କୀ ପ୍ରଶୁରାମ ବେଶ
କେନ୍ଦୁଝର, 2 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଆଜି ଆଡ଼ପ ମଣ୍ଡପରେ ଚତୁର୍ଥ ଦିନ ଦର୍ଶନ ଦେଇଛନ୍ତି। ଆଜି କଳ୍କୀ ପର୍ଶୁରାମ ବେଶରେ ଦର୍ଶନ ଦେଉଛନ୍ତି ବଳଦେବଜୀଉ। ସନ୍ଧ୍ୟାରେ ବର୍ଷା ସ୍ଵତେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ପାଇଁ
Kalki parsuram besha


କେନ୍ଦୁଝର, 2 ଜୁଲାଇ (ହି.ସ.)

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଆଜି ଆଡ଼ପ ମଣ୍ଡପରେ ଚତୁର୍ଥ ଦିନ ଦର୍ଶନ ଦେଇଛନ୍ତି। ଆଜି କଳ୍କୀ ପର୍ଶୁରାମ ବେଶରେ ଦର୍ଶନ ଦେଉଛନ୍ତି ବଳଦେବଜୀଉ। ସନ୍ଧ୍ୟାରେ ବର୍ଷା ସ୍ଵତେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ପାଇଁ ପୁରୁଣା ସହର ସ୍ଥିତ ମାଉସୀ ମା ମନ୍ଦିରରେ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande