ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ ଆୟୋଜିତ କରିବ ଆଇଆଇଏମସି
ନୂଆଦିଲ୍ଲୀ, 2 ଜୁଲାଇ (ହି.ସ.) -ଭାରତୀୟ ଜନସଞ୍ଚାର ସଂସ୍ଥାନ ଓ ଭାରତୀୟ ବିଜ୍ଞାପନ ମାନକ ପରିଷଦଶୁକ୍ରବାର ଦିନ ଆଇଆଇଏମସିପ୍ରାଙ୍ଗଣରେ ଦିନିକିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମଆୟୋଜନ କରିଛି। ଏହି କାର୍ଯ୍ୟକ୍ରମଟି ବିଜ୍ଞାପନ ଓ ମିଡିଆ ଶିକ୍ଷାରେ ନୈତିକ ଅନୁଶାସନ, ଦାୟିତ୍ୱବୋଧ ଓ
ଆଇଆଇଏମସି


ନୂଆଦିଲ୍ଲୀ, 2 ଜୁଲାଇ (ହି.ସ.)

-ଭାରତୀୟ ଜନସଞ୍ଚାର ସଂସ୍ଥାନ ଓ ଭାରତୀୟ ବିଜ୍ଞାପନ ମାନକ ପରିଷଦଶୁକ୍ରବାର ଦିନ ଆଇଆଇଏମସିପ୍ରାଙ୍ଗଣରେ ଦିନିକିଆ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମଆୟୋଜନ କରିଛି। ଏହି କାର୍ଯ୍ୟକ୍ରମଟି ବିଜ୍ଞାପନ ଓ ମିଡିଆ ଶିକ୍ଷାରେ

ନୈତିକ ଅନୁଶାସନ,

ଦାୟିତ୍ୱବୋଧ ଓ ନିୟମକ ଦୃଷ୍ଟିକୋଣକୁ ବଢ଼ାଇବା ଦିଗରେ ଗୋଟିଏ

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ଏଫଡିପି, ଆଇଆଇଏମସିଓ ଏଏସସିଆଇଦ୍ୱାରା

ଆରମ୍ଭ କରାଯାଇଥିବା ଏକ ବ୍ୟାପକ ପଦକ୍ଷେପର ଅଂଶଯାହା ଅଧ୍ୟାପକମାନଙ୍କୁ ଆଗାମୀ ବିଜ୍ଞାପନ ବୃତ୍ତିଜୀବୀମାନଙ୍କୁ ବିଚାରଶୀଳ, ଦାୟିତ୍ୱଶୀଳ ଓ ନୈତିକ ମୂଲ୍ୟରେ ପୂର୍ଣ୍ଣ ହେବା ପାଇଁ ଉଚିତ

ମାର୍ଗଦର୍ଶନ ଦେଇ ସଶକ୍ତ କରିବା ଉଦ୍ଦେଶ୍ୟରେ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande