ଝାଡାବାନ୍ତିରେ ଦୁଇ ମୃତ, ଜଣେ ଗୁରୁତର
ଗଞ୍ଜାମ, ୨୨ ଜୁଲାଇ (ହି.ସ.)- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି.ଗୋବିନ୍ଦପୁର ଗ୍ରାମପଂଚାୟତ ଦାମପୁର ଗାଁ ରେ ଝାଡାବାନ୍ତି ବ୍ଯାପିଛି l ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ମହିଳା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।
ଝାଡାବାନ୍ତିରେ ଦୁଇ ମୃତ, ଜଣେ ଗୁରୁତର


ଗଞ୍ଜାମ, ୨୨ ଜୁଲାଇ (ହି.ସ.)- ଗଞ୍ଜାମ ଜିଲ୍ଲା

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି.ଗୋବିନ୍ଦପୁର ଗ୍ରାମପଂଚାୟତ ଦାମପୁର ଗାଁ ରେ ଝାଡାବାନ୍ତି ବ୍ଯାପିଛି l ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ମହିଳା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande