୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ଗଞାମ, ୨୨ ଜୁଲାଇ (ହି.ସ.)- ସୋରଡା ଥାନା ପୁଲିସ ଗୋଟିଏ ଟ୍ରକର ସ୍ୱତନ୍ତ୍ର ଚାମ୍ବରରୁ ୫ କୁଇଣ୍ଟାଲ ଗଞ୍ଜେଇ ଗଡ଼ ଦାମୋଦର ପଲ୍ଲୀ ନିକଟରେ ଜଵଡ କରିଛି। ଏହାର ମୂଲ୍ଯ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚାଲାଣ କରୁଥିଵା‌ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି ।
୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ


ଗଞାମ, ୨୨ ଜୁଲାଇ (ହି.ସ.)-

ସୋରଡା ଥାନା ପୁଲିସ ଗୋଟିଏ ଟ୍ରକର ସ୍ୱତନ୍ତ୍ର ଚାମ୍ବରରୁ ୫ କୁଇଣ୍ଟାଲ ଗଞ୍ଜେଇ ଗଡ଼ ଦାମୋଦର ପଲ୍ଲୀ ନିକଟରେ ଜଵଡ କରିଛି। ଏହାର ମୂଲ୍ଯ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଚାଲାଣ କରୁଥିଵା‌ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande