ଛୋଟ ଲୁଚକାଳି ଖେଳକୁ ମୁଁ ଡରେନି- ଭକ୍ତ ଦାସ
ଭୁବନେଶ୍ୱର, 22 ଜୁଲାଇ (ହି.ସ.) - ଛୋଟ ଲୁଚକାଳି ଖେଳକୁ ମୁଁ ଡରେନି । ବିଜେପି ଛୁଆଙ୍କୁ ଲଗେଇ ଲୁଚିକି ସହରରେ ମୋ ପୋଷ୍ଟର ମାରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଜେପିକୁ ଧନ୍ୟବାଦ ମୋ ଆମ ପୋଷ୍ଟର ମାରିଛି । କଂଗ୍ରେସର କାର୍ଯ୍ୟକ୍ରମକୁ ଦେଖି ସର
ଛୋଟ ଲୁଚକାଳି ଖେଳକୁ ମୁଁ     ଡରେନି- ଭକ୍ତ ଦାସ


ଭୁବନେଶ୍ୱର, 22 ଜୁଲାଇ (ହି.ସ.)

- ଛୋଟ ଲୁଚକାଳି

ଖେଳକୁ ମୁଁ ଡରେନି । ବିଜେପି ଛୁଆଙ୍କୁ ଲଗେଇ ଲୁଚିକି ସହରରେ ମୋ ପୋଷ୍ଟର ମାରିଛନ୍ତି ବୋଲି

କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଜେପିକୁ ଧନ୍ୟବାଦ ମୋ ଆମ ପୋଷ୍ଟର ମାରିଛି । କଂଗ୍ରେସର

କାର୍ଯ୍ୟକ୍ରମକୁ ଦେଖି ସରକାର ଭୟଭୀତ । ମୁଁ ପଛକୁ ହଟିବି ନାହିଁ । ଏବେ ମୋର ଆନ୍ଦୋଳନାତ୍ମକ

ରୂପ ଦେଖୁଛନ୍ତି ଆଗକୁ ମୋର ରାଜନୈତିକ ରୂପ ଦେଖିବେ । ମୁଁ ନୁହେଁ ସରକାର ଆଗ ଇସ୍ତଫା ଦିଅନ୍ତୁ

ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande