ଦୁର୍ଗା ପୂଜା ସୁଦ୍ଧା ଆରମ୍ଭ ହେବ ରାଉରକେଲା ଗ୍ଲାସ ବ୍ରିଜ କାମ
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ଦୁର୍ଗା ପୂଜା ସୁଦ୍ଧା ଆରମ୍ଭ ହେବ ରାଉରକେଲା ଗ୍ଲାସ ବ୍ରିଜ କାମ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିବା ପରେ ଦିଲୀପ ରାୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ ଗ୍ଲାସ ବ୍ରିଜ, ଝୁଲା
ଦୁର୍ଗା ପୂଜା ସୁଦ୍ଧା ଆରମ୍ଭ     ହେବ ରାଉରକେଲା ଗ୍ଲାସ ବ୍ରିଜ କାମ


ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ଦୁର୍ଗା ପୂଜା ସୁଦ୍ଧା ଆରମ୍ଭ ହେବ ରାଉରକେଲା ଗ୍ଲାସ

ବ୍ରିଜ କାମ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିବା ପରେ ଦିଲୀପ ରାୟ

ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ ଗ୍ଲାସ ବ୍ରିଜ, ଝୁଲା

ବ୍ରିଜ ଓ ରିଂଗ ରୋଡ ନେଇ ଆଲୋଚନା କଲି । ମନ୍ତ୍ରୀ କହିଛନ୍ତି ଦୁର୍ଗା ପୂଜା ସୁଦ୍ଧା ବ୍ରିଜ କାମ

ଆରମ୍ଭ ହେବ ।

ଏହାସହିତ ଦୁଇମାସ ତଳେ

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ପ୍ରତିକ୍ରିୟା ରହିଛନ୍ତି ବରିଷ୍ଠ ବିଜେପି ନେତା। ସେ

କହିଛନ୍ତି ଯେ, ଓଡ଼ିଶାର ବିକାଶ ମୂଳକ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା । ରାଜ୍ୟସଭା ଯିବା ନେଇ

ଚର୍ଚ୍ଚା ପ୍ରଶ୍ନକୁ ଏଡ଼ାଇଯାଇ କିଛି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande