ରାଜଧାନୀରୁ 2 ନାବାଳକ ନିଖୋଜ
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ରାଜଧାନୀରୁ 2 ନାବାଳକ ନିଖୋଜ । 4 ଦିନ ହେବ ଘରକୁ ଫେରି ନାହାନ୍ତି ଦୁଇ ଭାଇ । ଆର ସାଇ ରେଡ୍ଡୀ, 9 ବର୍ଷ ବୟସ ଏବଂ ଆର ଶୁଭମ ରେଡ୍ଡୀ 6 ବର୍ଷ ବୟସ । ଗତ ଶନିବାର 19 ତାରିଖ ସକାଳୁ ନିଖୋଜ ଅଛନ୍ତି ପିଲା । ଘର ବ୍ରହ୍ମପୁର ଦିଗପହଣ୍ଡି ଅଞ୍
ରାଜଧାନୀରୁ 2 ନାବାଳକ ନିଖୋଜ


ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ରାଜଧାନୀରୁ 2 ନାବାଳକ ନିଖୋଜ । 4 ଦିନ

ହେବ ଘରକୁ ଫେରି ନାହାନ୍ତି ଦୁଇ ଭାଇ । ଆର ସାଇ ରେଡ୍ଡୀ, 9 ବର୍ଷ ବୟସ

ଏବଂ ଆର ଶୁଭମ ରେଡ୍ଡୀ 6 ବର୍ଷ ବୟସ । ଗତ ଶନିବାର 19 ତାରିଖ ସକାଳୁ ନିଖୋଜ ଅଛନ୍ତି ପିଲା । ଘର ବ୍ରହ୍ମପୁର ଦିଗପହଣ୍ଡି ଅଞ୍ଚଳରେ

ହୋଇଥିବା ବେଳେ ଭୁବନେଶ୍ୱରରେ ରୁହନ୍ତି ପରିବାର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande