ଗିରଫ ହେଲେ କେନ୍ଦୁଝର ଡିଏଫଓ ନିତ୍ୟାନନ୍ଦ ନାୟକ
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- କେନ୍ଦୁଝର ଡିଏଫଓ ନିତ୍ୟାନନ୍ଦ ନାୟକ ଗିରଫ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଡଏଫଓଙ୍କର ଅନୁଗୁଳ ଛେଣ୍ଡିପଦାରେ ଏକ ଫାର୍ମ ହାଉସ ଠାବ ହୋଇଛି । ଏକ ଏକର 50ଡେସିମିଲର ଫାର୍ମ ହାଉସ ରହିଛି । ସେଥିରେ
ଗିରଫ ହେଲେ କେନ୍ଦୁଝର ଡିଏଫଓ     ନିତ୍ୟାନନ୍ଦ ନାୟକ


ଭୁବନେଶ୍ୱର, 22 ଜୁଲାଇ (ହି.ସ.)- କେନ୍ଦୁଝର ଡିଏଫଓ

ନିତ୍ୟାନନ୍ଦ ନାୟକ ଗିରଫ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଡଏଫଓଙ୍କର ଅନୁଗୁଳ ଛେଣ୍ଡିପଦାରେ ଏକ ଫାର୍ମ ହାଉସ

ଠାବ ହୋଇଛି । ଏକ ଏକର 50ଡେସିମିଲର

ଫାର୍ମ ହାଉସ ରହିଛି । ସେଥିରେ 1432 ସ୍କୋୟାରଫୁଟର ଆଉଟ ହାଉସ,

314ସ୍କୋୟାର ଫୁଟର ଏକ ଘର, ଗୋଟିଏ ପୋଖରୀ, ଦୁଇଟି ବୋରୱେଲ, ସହ ସହ ନଡ଼ିଆ ଗଛ, କଦଳୀ ଗଛ, ଏବଂ ଆମ୍ବ ଗଛ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande